ଆର୍‌ୟନ୍‌ ଖାନ ଗିରଫ ଘଟଣା : ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡ଼ିଲା ଏନସିବି

ନୂଆଦିଲ୍ଲୀ : ଅକ୍ଟୋବର ୨ ତାରିଖରେ ମୁମ୍ୱାଇର କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍‌ୟନ୍‌ ଖାନଙ୍କ ପାଇଁ ଅଡୁଆ କମିବାର ନାଁ ଧରୁନି। ଆର୍‌ୟନ୍‌ଙ୍କ ଜାମିନ୍ ନେଇ ଆଗାମୀ ଶୁଣାଣି ହେବ ଅକ୍ଟୋବର ୨୦ ତାରିଖରେ। ଏହା ଭିତରେ ଆର୍‌ୟନ୍‌ ଖାନଙ୍କୁ ଆର୍ଥର ରୋଡ୍ ଜେଲକୁ ପଠାଇ ଦିଆଯାଇଛି। ସେପଟେ ମାମଲାରେ ଏନସିବି ଆଣିଛି ନୂଆ ଖିଅ। ଆର୍‌ୟନ୍‌ଙ୍କ ଫୋନରେ ହୋଇଥିବା ଡ୍ରଗ୍ସ … Continue reading ଆର୍‌ୟନ୍‌ ଖାନ ଗିରଫ ଘଟଣା : ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡ଼ିଲା ଏନସିବି